ମନୋରଞ୍ଜନ

ଟେଲିଭିଜନ ଅଭିନେତା ତଥା ବିଗ୍ ବସ୍ ରନର୍ସ ଅପ୍ ଅବ୍‌ଦୁ ରୋଜିକଙ୍କ ଲୋକପ୍ରିୟତ‌ା ଖୁବ ରହିଛି

ଟେଲିଭିଜନ ଅଭିନେତା ତଥା ବିଗ୍ ବସ୍ ରନର୍ସ ଅପ୍ ଅବ୍‌ଦୁ ରୋଜିକଙ୍କ ଲୋକପ୍ରିୟତ‌ା ଖୁବ ରହିଛି। ଖବର ଆସିଛି କି ମନିଂ ଲଣ୍ଡରିଂ ମାମଲାରେ ଅବ୍‌ଦୁ ରୋଜିକ ଛନ୍ଦି ହୋଇଯାଇଛନ୍ତି ଯେଉଁ କାରଣରୁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା ପାଇଁ ଫେବ୍ରୁଆରି ୧୪ ତାରିଖରେ ସମନ ଜାରି କରିଥିଲା। ପୁଣି ଏ ମାମଲାରେ ଅବ୍‌ଦୁଙ୍କୁ ପଚରାଉଚରା ପାଇଁ ଡକାଯାଇଥିବା ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com