ଓଡ଼ିଶାରାଜନୀତି

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କେଉଁ ଦଳରେ ଅଛନ୍ତି କେତେ କୋଟିପତି ପ୍ରାର୍ଥୀ

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କେଉଁ ଦଳରେ ଅଛନ୍ତି କେତେ କୋଟିପତି ପ୍ରାର୍ଥୀ । ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଏଡିଆର ପକ୍ଷରୁ ପ୍ରସ୍ତୁତ କରାଯାଇଛି ରିପୋର୍ଟ ।

ଏହି ରିପୋର୍ଟ ଅନୁସାରେ ମୋଟ୍ ୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ ୯୫ ପ୍ରାର୍ଥୀ ହେଉଛନ୍ତି କୋଟିପତି । ଅର୍ଥାତ୍ ନାମାଙ୍କନ ଦାଖଲ କରିଥିବା ୩୬% ପ୍ରାର୍ଥୀ ହେଉଛନ୍ତି କୋଟିପତି ପ୍ରାର୍ଥୀ ।

Related Articles

Back to top button
WP Twitter Auto Publish Powered By : XYZScripts.com