ଜାତୀୟ

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ କୁ ନେଇ ଦେଶରେ ରାଜନୀତି ଆରମ୍ଭ

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ସମୟ ପାଖେଇ ଆସୁଥିବାରୁ ରାଜନୀତି ବଢିବାରେ ଲାଗିଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି ସଭାପତି ଶରଦ ପାୱାର ଭାଜପା ବିରୋଧରେ ଆକ୍ରମଣ କରିଥିଲେ। ପ୍ରାଣ ପ୍ରତିଷ୍ଠା ସମାରୋହର କାର୍ଯ୍ୟକ୍ରମକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଛି।

କ୍ଷମତାରେ ଥିବା ଲୋକମାନେ ଏହାର ଫାଇଦା ନେଉଛନ୍ତି ବୋଲି ପାଓ୍ବାର କହିଛନ୍ତି।ଶରଦ ପାୱାର କହିଛନ୍ତି, ରାମ ମନ୍ଦିର ଏବଂ ପ୍ରଭୁ ରାମଙ୍କୁ ଲୋକମାନେ ସମ୍ମାନ କରନ୍ତି। ଏ ବିଷୟରେ ଅଭିଯୋଗ କରିବାର କୌଣସି କାରଣ ନାହିଁ।

Related Articles

Back to top button