ରାଜନୀତି

ବିଜେପି ପକ୍ଷରୁ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି

ବିଜେପି ପକ୍ଷରୁ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେଥିମଧ୍ୟରୁ ସାରସକଣାରୁ ଭାଦବ ହାଁସଦାଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି।

ଫଳରେ ସିଟିଂ ବିଧାୟକ ବୁଧାନ ମୁର୍ମୁ ବିଜେପିର ଏଭଳି ପଦକ୍ଷେପ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ଦଳ ଡେଇଁ ଆସିଥିବା ଲୋକଙ୍କ ଦଳ ଟିକେଟ ଦେଇ ଆମ ଭଳି ସିଟିଂ ବିଧାୟକଙ୍କ ଟିକେଟ କାଟିବା ସମ୍ପୂର୍ଣ୍ଣ ବିଶ୍ବାସଘାତକତା ବୋଲି ସେ ଅଭିଯୋଗ କରିଛନ୍ତି।

Related Articles

Back to top button