Featuredଜାତୀୟରାଜନୀତି

ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ଆବେଦନ ଖାରଜ

ସତ୍ୟେନ୍ଦ୍ର ଜୈନଙ୍କ ତରଫରୁ ଆବେଦନ କରାଯାଇଥିବା ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବିଚାରପତି ଦିନେଶ କୁମାର ଶର୍ମାଙ୍କ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ବିରୋଧ କରିଥିଲା । ଇଡି ତରଫରୁ କୋର୍ଟରେ କୁହାଯାଇଥିଲା କି, ଯଦି ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ପ୍ରଦାନ କରାଯିବ ତେବେ ଏହି ମାମଲାରେ ସାକ୍ଷୀ ଥିବା ଲୋକଙ୍କ ଜୀବନ ପ୍ରତି ବିପଦ ଦେଖାଦେଇପାରେ । ଏହାସହ ଯାଂଚ ବି ପ୍ରଭାବିତ ହୋଇପାରେ ବୋଲି ଇଙ୍ଗିର ଓଳିଲ କୋର୍ଟରେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com