କ୍ରୀଡ଼ା

କୋହଲିଙ୍କୁ କଙ୍ଗନାଙ୍କ ପ୍ରଶଂସା

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ କୋହଲିଙ୍କ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଭିଡିଓ ଶେୟାର କରି କଙ୍ଗନା ଲେଖିଛନ୍ତି, ଏହା ମିଷ୍ଟର କୋହଲିଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଏକ ଭଲ ଉଦାହରଣ।

ଯେଉଁମାନଙ୍କ ରେକର୍ଡ ଭାଙ୍ଗିଥାନ୍ତି ସେମାନଙ୍କ ପ୍ରତି କିପରି ବ୍ୟବହାର କରାଯିବ ତାହା ସେ ଜଣାଇଲେ। ଯେଉଁ ଧରିତ୍ରୀ ଉପରେ ସେ ଚାଲୁଛନ୍ତି ତାକୁ ପୂଜା କରିବା ଉଚିତ୍‌।

Related Articles

Back to top button