Featuredଜାତୀୟ

ଦିଲ୍ଲୀରେ ସୁରକ୍ଷିତ ନୁହଁନ୍ତି ମହିଳା : ମହିଳା କମିଶନ ଅଧ୍ୟକ୍ଷ

ଦିଲ୍ଲୀରେ ସୁରକ୍ଷିତ ନୁହଁନ୍ତି ମହିଳା । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ୍ୟ । ବୁଧବାର ବିଳମ୍ବିତ ରାତିରେ ଯେତେବେଳେ ସେ ସହର ମହିଳା ସୁରକ୍ଷା ଯାଞ୍ଚ ନେଇ ସହରରେ ବୁଲୁଥିଲେ। ସେତେବେଳେ ବିଳମ୍ବିତ ରାତିରେ ତାଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି । ଦିଲ୍ଲୀ ଏମସ୍ ଗେଟ୍ ନମ୍ବର ୨ ସାମ୍ନାରେ ଜଣେ ମଦ୍ୟପ କାର ସହ ତାଙ୍କୁ ପ୍ରାୟ ୧୦ ରୁ ୧୫ ମିଟର ଯାଏଁ ଘୋଷାରୀ ନେଇଥିବା ଅଭିଯୋଗ ହୋଇଛି ।  ଏପରିକି ତାଙ୍କୁ ମଧ୍ୟ ମଦ୍ୟପ ଜଣଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଡ୍ରାଇଭର ହରିଶ ଚନ୍ଦ୍ରଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତେବେ, ଡ୍ରାଇଭର ଜଣକ ନିଶା କରିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com