ମନୋରଞ୍ଜନ

କର୍କଟ ରୋଗର ଶିକାର ହେଲେ ଅଭିନେତ୍ରୀ

କର୍କଟ ରୋଗର ଶିକାର ହେଲେ ଅଭିନେତ୍ରୀ। ଟିଭି ଧାରାବାହିକ ‘ଭାବି’ରେ କାମ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଡଲି ସୋହି କର୍କଟ ରୋଗର ଶିକାର ହୋଇଛନ୍ତି। କିଛି ବର୍ଷର ବ୍ୟବଧାନ ପରେ ଧାରାବାହିକ ‘ପାରିଣୀତି’ ସହିତ ଛୋଟ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଡଲି।

ବର୍ତ୍ତମାନ ଅଭିନେତ୍ରୀ ଜଣାଇଛନ୍ତି ଯେ, ସେ ‘ସର୍ଭିକାଲ କ୍ୟାନସର’ରେ ପୀଡିତ। ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏକ ଭାବପ୍ରବଣ ଭରା ନୋଟ୍ ଲେଖିଛନ୍ତି।

Related Articles

Back to top button