କ୍ରୀଡ଼ା

ସମସ୍ତ ମ୍ୟାଚରେ ଦର୍ଶକଙ୍କ ସଂଖ୍ୟା ଏକ ଐତିହାସିକ ରେକର୍ଡ ହାସଲ

ଚଳିତ ବିଶ୍ୱକପ-୨୦୨୩ରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସମସ୍ତ ମ୍ୟାଚରେ ଦର୍ଶକଙ୍କ ସଂଖ୍ୟା ଏକ ଐତିହାସିକ ରେକର୍ଡ ହାସଲ କରିଛି । ମୋଟ ୧ ମିଲିୟନ ଦର୍ଶକ ବିଭିନ୍ନ ମ୍ୟାଚ ଦେଖିବା ପାଇଁ ପଡ଼ିଆରେ ଉପସ୍ଥିତ ହୋଇଛନ୍ତି ।

ଭାରତର ମ୍ୟାଚକୁଡ଼ିକ ବ୍ୟତୀତ ଅନ୍ୟ ଦଳମାନଙ୍କର ମ୍ୟାଚ ଦିନରେ ମଧ୍ୟ ବହୁ ସଂଖ୍ୟକ ଦର୍ଶକଙ୍କୁ ପଡ଼ିଆରେ ଦେଖିବାକୁ ମିଳିଛି । ତେବେ ଏ କୀର୍ତ୍ତିମାନ ନେଇ ବିସିସିଆଇ ସଚିବ ଜୟ ଶାହ ଏକ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com