ଅନ୍ତର୍ଜାତୀୟ

ଗାଜା ଡାକ୍ତରଖାନାକୁ ଦାନ

ଗାଜାରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ତେବେ ଯୁଦ୍ଧ ମଧ୍ୟରେ ଶିଳ୍ପପତି ତଥା ଏକ୍ସ ମାଲିକ ଏଲନ୍ ମସ୍କ ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ସେ ଏକ୍ସ କର୍ପରୁ ଆସୁଥିବା ବିଜ୍ଞାପନ ରାଜସ୍ୱକୁ ଇସ୍ରାଏଲ ଏବଂ ଗାଜାର ଡାକ୍ତରଖାନାକୁ ଦାନ କରିବାକୁ ଘୋଷଣା କରିଛନ୍ତି। ତେବେ ଗାଜା ଏବଂ ଇସ୍ରାଏଲ୍ ଡାକ୍ତରଖାନାକୁ ଦିଆଯିବାକୁ ଥିବା ଅର୍ଥରାଶି କେତେ ପରିମାଣର ସେ ପ୍ରକାଶ କରି ନାହାଁନ୍ତି।

Related Articles

Back to top button