Featuredଓଡ଼ିଶା

ରାଜ୍ୟର ସମସ୍ତ ସ୍କୁଲ୍‍ କାନ୍ଥରେ ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ତଥ୍ୟ ଏବଂ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାର ଫୋନ୍‍ ନମ୍ବର ଉଲ୍ଲେଖ ରହିବ

ରାଜ୍ୟର ସମସ୍ତ ସ୍କୁଲ୍‍ କାନ୍ଥରେ ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ତଥ୍ୟ ଏବଂ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାର ଫୋନ୍‍ ନମ୍ବର ଲେଖିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‍ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହିତ ଛାତ୍ରଛାତ୍ରୀମାନଙ୍କପାଇଁ ୫ଟି ନିୟମ କାନ୍ଥରେ ଲେଖିବାପାଇଁ ମଧ୍ୟ କୁହାଯାଇଛି । କେଉଁଦିନ କେଉଁ ଖାଦ୍ୟ ପିଲାଙ୍କୁ ଦିଆଯାଉଛି, ତାହାର ଏକ ସାପ୍ତାହିକ ଚାର୍ଟ କାନ୍ଥରେ ଉଲ୍ଲେଖ ରହିବ ।

Related Articles

Back to top button