ଓଡ଼ିଶା

ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ୨ ଯୁବକ ଅଟକ

ଜଳେଶ୍ବର () ଜଳେଶ୍ବର ପୋଲିସ ଦ୍ଵାରା ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ଦୁଇ ଜଣ ଅଟକ । ଜଳେଶ୍ଵର ପୋଲିସ ଶେଖବାଡ ଓ ବଜାରଶୋଳ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କରିବା ସହିତ ୨ ଜଣ ଯୁବକକୁ ଅଟକ ରଖିଛି । ଦୁଇ ଯୁବକଙ୍କଠୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ୫ରୁ ଅଧିକ ମୋବାଇଲ ଓ କିଛି ଟଙ୍କା ଜବତ କରି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ବର ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com