ଅନ୍ତର୍ଜାତୀୟ

ଚାଇନାର ହେନାନ ପ୍ରଦେଶରେ କୋଭିଡ କାରଣରୁ ଅବସ୍ଥା ବିଗିଡି ଯାଉଛି

ଚାଇନାର ହେନାନ ପ୍ରଦେଶରେ କୋଭିଡ କାରଣରୁ ଅବସ୍ଥା ବିଗିଡି ଯାଉଛି। ସରକାରୀ ଶବଦାହ କେନ୍ଦ୍ରକୁ ଏତେ ସଂଖ୍ୟକ ମୃତଦେହ ଅଣାଯାଇଛି ଯେ ୨୪ ଘଣ୍ଟା ମୃତଦେହ ପୋଡା ଯାଉଛି।

କେବଳ ଏତିକି ନୁହେଁ, ଜଳାଯିବାକୁ ଥିବା ମୃତଦେହଗୁଡ଼ିକୁ ଫ୍ରିଜରେ ରଖାଯାଉଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।

Related Articles

Back to top button