ଜାତୀୟ

୩ ମାସରେ ଟଳିଲେଣି ୫୦ ମାଓବାଦୀ

ଦେଶକୁ ମାଓମୁକ୍ତ କରିବାକୁ ଅପରେସନକୁ ଜୋରଦାର କରିଛନ୍ତି ଯବାନ । ୩ ମାସରେ ଟଳିଲେଣି ୫୦ ମାଓବାଦୀ । ଅପରେସନ ‘କଗାର’ରେ ୫୦ ମାଓବାଦୀଙ୍କୁ ନିପାତ କରିଛନ୍ତି ଭାରତୀୟ ଯବାନ ଓ ପୋଲିସ ।

ଗତ ୧୫ ଦିନ ମଧ୍ୟରେ ହିଁ ଯବାନଙ୍କ ସହ ଏନକାଉଣ୍ଟର ବେଳେ ୨୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।ଦେଶର ବିଭିନ୍ନ ମାଓପ୍ରବଣ ରାଜ୍ୟରେ ଏହି ଅପରେସନ ଚାଲିଥିବା ବେଳେ ବିଶେଷ କରି ଓଡ଼ିଶା ଛତିଶଗଡ଼ ସୀମାରେ ସବୁଠୁ ଅଧିକ ଏନକାଉଣ୍ଟର ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com