ଅନ୍ୟାନ୍ୟ

ଝିଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ମହିଳା, ଦୁର୍ଘଟଣାରେ ଚାଲିଗଲା ଜୀବନ

ଝିଅକୁ କାରରେ ସ୍କୁଲ ଛାଡିବାକୁ ଯାଉଥିଲେ ମହିଳା। କାର ଉପରେ ହଠାତ୍ ଭାରସାମ୍ୟ ହରାଇ ଓଲଟିପଡିଥିଲା ସିମେଣ୍ଟ କଂକ୍ରିଟ୍ ମିକ୍ସର ଟ୍ରକ୍ । ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ମା’ ଝିଅଙ୍କ ଜୀବନ । ଘଟଣା ଘଟିଛି ବେଙ୍ଗାଲୁରୁରେ ।

୪୬ ବର୍ଷିୟା ଗାୟତ୍ରୀ ଝିଅକୁ ସ୍କୁଲ ଛାଡିବାକୁ କାର ନେଇ ଯାଉଥିବାବେଳେ ଏକ ମିକ୍ସର ଟ୍ରକ୍ ତାଙ୍କ କାର ଉପରକୁ ମାଡିଆସିଥିଲା । କାରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବା ସହ ଆଗରେ ବସିଥିବା ଉଭୟ ମା’ ଝିଅଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ପହଂଚି ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com