ଅନ୍ତର୍ଜାତୀୟ

ଖାଇବେନି କୁକୁର ମାଂସ

ଦକ୍ଷିଣ କୋରିଆ ଆଉ କୁକୁର ମାଂସ ନ ଖାଇବା ପାଇଁ ନିଷ୍ପତ୍ତି ନେଇଛି। ଏହି ମାଂସ ନ ଖାଇବାକୁ ବାରଣ କରିବା ଏବଂ ପଶୁ ଅଧିକାର ବିଷୟରେ ସଚେତନତା ମଧ୍ୟରେ ପ୍ରାଚୀନ ରୀତିନୀତି ଉପରେ ବିବାଦର ଅନ୍ତ ଘଟାଇବା ପାଇଁ ଶାସକ ଦଳର ନୀତି ପ୍ରକାଶ କରିଛନ୍ତି।

କୁକୁର ଖାଇବା ନିଷ୍ଠୁରତା ଅଭ୍ୟାସ ପାଇଁ କୋରିଆ ବିଦେଶରୁ ସମାଲୋଚନାର ଶିକାର ହୋଇଛି କିନ୍ତୁ ଘରେ ବିଶେଷ କରି ଯୁବପିଢ଼ିଙ୍କ ବିରୋଧ ମଧ୍ୟ ବଢ଼ିବାରେ ଲାଗିଛି।

Related Articles

Back to top button