ରାଜନୀତି

ସ୍ଥିତି ପରଖିଲେ ଅଧିକାରୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏନେଇ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଶନିବାର ବାୟୁସେନା ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି।

ବାରିପଦାସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ହେଲିକ୍ୟାପ୍ଟର୍‌ ଅବତରଣ ନିମନ୍ତେ ଅସ୍ଥାୟୀ ୩ଟି ହେଲିପ୍ୟାଡ୍‌ ନିର୍ମିତ ହୋଇଛି। ବାୟୁସେନାର ଅଧିକାରୀମାନେ ସେଠାରେ ପହଞ୍ଚି ସ୍ଥିତି ପରଖିଥିଲେ।

Related Articles

Back to top button