ଅନ୍ତର୍ଜାତୀୟ

ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ସ୍ତ୍ରୀଙ୍କୁ ୩ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ସ୍ତ୍ରୀଙ୍କୁ ୩ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ହନିମୁନ୍ ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ସେକେଣ୍ଡ ହ୍ୟାଣ୍ଡ୍ ବୋଲି କହିଥିଲେ।

ଏହା ସହିତ ସ୍ବାମୀ ଜଣକ ସ୍ତ୍ରୀଙ୍କୁ ମାରଧର ମଧ୍ୟ କରିଥିବା କୋର୍ଟରେ ଅଭିଯୋଗ ହୋଇଥିଲା। କୋର୍ଟ ମାମଲାର ବିଚାର କରି ସ୍ତ୍ରୀଙ୍କୁ ସେକେଣ୍ଡ ହ୍ୟାଣ୍ଡ୍ କହିବା ଅପରାଧ ବୋଲି ଦର୍ଶାଇଥିଲେ। ତେବେ ଏବେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅଲଗା ରହୁଛନ୍ତି।

Related Articles

Back to top button