ମନୋରଞ୍ଜନ

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର ମୁକ୍ତିଲାଭ କରିଛି

ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଅଭିନେତା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର ମୁକ୍ତିଲାଭ କରିଛି। ଟିଜରକୁ ଦେଖିଲେ ଏହା ସ୍ପଷ୍ଟ ଯେ ଅଲି ଅବ୍ବାସ ଜାଫର ଦର୍ଶକ ଚାହୁଁଥିବା ସମସ୍ତ ଜିନିଷ ଏଥିରେ ରଖିଛନ୍ତି।

ଗ୍ରାଣ୍ଡ ଆକ୍ସନ, ଡ୍ରାମା, ଇମୋଶନାଲ ଏବଂ ଦେଶପ୍ରେମୀ ପର୍ଯ୍ୟନ୍ତ ଏହି ଫିଲ୍ମର ଟିଜରରେ ଥିବା ଜଣାପଡୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com