କ୍ରୀଡ଼ା

ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ

ଆଇପିଏଲ ୨୦୨୪ ସିଜିନ୍‌ ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ସୂଚନାନୁଯାୟୀ, ବେନ ଷ୍ଟୋକ୍ସ ଆଇପିଏଲ ୨୦୨୪ର ଏକ ଅଂଶ ହେବ ନାହିଁ ।

ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାନେଜମେଣ୍ଟ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି। ନିକଟରେ ବେନ ଷ୍ଟୋକ୍ସ ବିଶ୍ୱକପ୍‌ ସମୟରେ ପଡ଼ିଆରେ ନଜର ଆସିଥିଲେ। ଯଦିଓ ଏହି ଭେଟେରାନ ଅଲରାଉଣ୍ଡର ଦିନିକିଆ ଫର୍ମାଟକୁ ବିଦାୟ ନେଇଥିଲେ, କିନ୍ତୁ ବିଶ୍ୱକପ୍‌ ପାଇଁ ତାଙ୍କ ନିଷ୍ପତ୍ତିରୁ ୟୁ- ଟର୍ନ ନେଇଛନ୍ତି।

Related Articles

Back to top button