Featuredମନୋରଞ୍ଜନ

ବିଗ୍‌ ବିଙ୍କ ପରେ ବର୍ତ୍ତମାନ ପ୍ରେମିକ ବିଜୟ ଦେବରକୋଣ୍ଡା

ରଶ୍ମିକା ମନ୍ଦାନାଙ୍କର ଭାଇରାଲ ଭିଡିଓ ଦେଖିବା ପରେ ଅମିତାଭ ବଚ୍ଚନ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ବିଗ୍‌ ବିଙ୍କ ପରେ ବର୍ତ୍ତମାନ ପ୍ରେମିକ ବିଜୟ ଦେବରକୋଣ୍ଡା ରଶ୍ମିକାଙ୍କ ସମର୍ଥନରେ ବାହାରି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏପରି କରିଥିବା ବ୍ୟକ୍ତିଙ୍କ ପାଇଁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କି ଯାହା ଦ୍ୱାରା ମହିଳାମାନେ ନିଜକୁ ନିରାପଦ ଅନୁଭବ କରିପାରିବେ।

Related Articles

Back to top button