ଓଡ଼ିଶା

ରାଜ୍ୟବାସୀ କିପରି ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇ ପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି

ରାଜ୍ୟବାସୀ କିପରି ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇ ପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ସ୍ୱାସ୍ଥ୍ୟସେବା ଓ ଭେଷଜ ପାଠ୍ୟକ୍ରମକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।

ରାଜ୍ୟରେ ବର୍ତ୍ତମାନ ୧୨ଟି ଭେଷଜ ମହାବିଦ୍ୟାଳୟ ରହିଥିବା ବେଳେ ଆଗକୁ ଆଉ ୩ଟି ନୂଆ ଭେଷଜ ମହାବିଦ୍ୟାଳୟ ଖୋଲିବ । ଗୁଣାତ୍ମକ ମାନର ମେଡିକାଲ ଶିକ୍ଷା ସହିତ ଗବେଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।

Related Articles

Back to top button