ଜାତୀୟ

ଭାଇସ-ଆଡମିରାଲ ଏବଂ ରିୟର ଆଡମିରାଲ ପଦବୀ ପାଇଁ ନୂତନ ଡିଜାଇନ ହୋଇଥିବା ଇପାଉଲେଟ୍ସ ଜାରି କରାଯାଇଛି

ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୪ ରେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସରେ ଇପାଉଲେଟ୍ସର ନୂତନ ଡିଜାଇନ ପ୍ରବର୍ତ୍ତନ କରିବାକୁ ଘୋଷଣା କରିଥିଲେ।

ଆଡମିରାଲ, ଭାଇସ-ଆଡମିରାଲ ଏବଂ ରିୟର ଆଡମିରାଲ ପଦବୀ ପାଇଁ ନୂତନ ଡିଜାଇନ ହୋଇଥିବା ଇପାଉଲେଟ୍ସ ଜାରି କରାଯାଇଛି। ନୌସେନାରେ ଏହି ତିନୋଟି ସର୍ବୋଚ୍ଚ ପଦବୀ। ଆଗାମୀ ଦିନରେ ଦାସତ୍ୱ ମାନସିକତାର ଲକ୍ଷଣ ପରିତ୍ୟାଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Back to top button