ମନୋରଞ୍ଜନ

ପୁଣି ବିଶ୍ବ ଦରବାରରେ ଚମକିଛନ୍ତି ଆଉ ଜଣେ ଓଡ଼ିଅ‌ା‌ ଝିଅ ପ୍ରୀତି ପାଣିଗ୍ରାହୀ

ପୁଣି ବିଶ୍ବ ଦରବାରରେ ଚମକିଛନ୍ତି ଆଉ ଜଣେ ଓଡ଼ିଅ‌ା‌ ଝିଅ ପ୍ରୀତି ପାଣିଗ୍ରାହୀ। ସନ୍‌ଡାନ୍ସ ଚଳଚ୍ଚିତ୍ର ଉତ୍ସବ-୨୦୨୪ରେ ନିଜ ଅଭିନୟ ପାଇଁ ସେ ପୁରସ୍କୃତ ହୋଇଛନ୍ତି।

ଏହି ଚଳଚ୍ଚିତ୍ର ଉତ୍ସବରେ ତାରକା ଦମ୍ପତି ରିଚା ଚଢ଼ା ଓ ଅଲ୍ଲି ଫଜଲ୍‌ଙ୍କ ପ୍ରଯୋଜିତ ପ୍ରଥମ ଚଳଚ୍ଚିତ୍ର ‘ଗର୍ଲସ୍‌ ୱିଲ୍‌ ବି ଗର୍ଲସ୍‌’ ଦୁଇଟି ବର୍ଗରେ ପୁରସ୍କାର ହାତେଇଛି।ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢ଼ିବା ସମୟରେ ଅଭିନୟ ଓ ଫିଲ୍ମନିର୍ମାଣ ଦିଗରେ ମନୋନିବେଶ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com