ଅନ୍ତର୍ଜାତୀୟ

ଋଷ-ୟୁକ୍ରେନ ଯୁଦ୍ଧରେ ଫସିଛନ୍ତି ୨୦ ଭାରତୀୟ

ଋଷ-ୟୁକ୍ରେନ ଯୁଦ୍ଧରେ ଫସିଛନ୍ତି ୨୦ ଭାରତୀୟ। ସପୋର୍ଟ ଷ୍ଟାଫ ଭାବେ ଅଧିକ ଦରମା ଅଫର ପାଇ କାମ କରିବାକୁ ଯାଇଥିଲେ ୨୦ ଭାରତୀୟ । ହେଲେ ସେମାନଙ୍କୁ ଋଷ-ୟୁକ୍ରେନ ଯୁଦ୍ଧରେ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି।

ଯୁଦ୍ଧରେ ନିୟୋଜିତ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି । ଯୁଦ୍ଧଭୂମିରେ ନିଯୁକ୍ତ ହୋଇଥିବା ଭାରତୀୟଙ୍କ ସହ ସମ୍ପର୍କରେ ରହିଛି ଭାରତୀୟ ବୈଦୈଶିକ ବ୍ୟାପାର ବିଭାଗ।

Related Articles

Back to top button
WP Twitter Auto Publish Powered By : XYZScripts.com