ଜାତୀୟ

ଉତ୍ତରାଖଣ୍ଡରେ ଖୁବ୍‌ ଶୀଘ୍ର ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ

ଉତ୍ତରାଖଣ୍ଡରେ ଖୁବ୍‌ ଶୀଘ୍ର ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ। ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ୟୁସିସ ଲାଗୁ ହେବା ନେଇ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଗଠିତ କମିଟି ଆଗାମୀ କିଛି ଦିନ ମଧ୍ୟରେ ୟୁସିସି ସମ୍ପର୍କିତ ରିପୋର୍ଟ ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ଦେଇ ପାରନ୍ତି।

Related Articles

Back to top button