Ratan Tata
- 
Uncategorized  ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ପରେ ବାନ୍ଧବୀଙ୍କ କୋହଭରା ପୋଷ୍ଟ । ତୁମେ ଚାଲିଗଲ…ନୂଆଦିଲ୍ଲୀ: ଦେଶ ହରାଇଲା ଅମୁଲ୍ୟ ରତ୍ନ । ଚାଲିଗଲେ ଭାରତର ‘ରତନ’ । ଯିଏକି ଥିଲେ ଶିଳ୍ପ ଜଗତର ଏକ ମାଇଲ ଖୁଣ୍ଟ । ଆଉ ସୃଷ୍ଟି… Read More »
- 
ଓଡ଼ିଶା  ଓଡିଶା ସହିତ ରତନ ଟାଟାଙ୍କର ସଂପର୍କ ମଧୁର ଓ ଅତୁଟ ଥିଲା; ବହୁବାର ଆସିଥିଲେଭୁବନେଶ୍ବର: ଓଡିଶା ସହିତ ରତନ ଟାଟାଙ୍କର ସଂପର୍କ ଅତୁଟ ଏବଂ ଅତି ନିବିଡ଼ ଥିଲା । ତାଙ୍କ ଟାଟା ଷ୍ଟିଲ କମ୍ପାନୀ ପାଇଁ ଓଡିଶା ଥିଲା ସ୍ବର୍ଣ୍ଣର… Read More »
- 
ଜାତୀୟ  କିମ୍ବଦନ୍ତୀ ଉଦ୍ୟୋଗପତି ରତ୍ନଙ୍କୁ ମିଳିବ ‘ଭାରତ ରତ୍ନ’; ମହାରାଷ୍ଟ୍ର କ୍ୟାବିନେଟ୍ରେ ପ୍ରସ୍ତାବ ପାରିତନୂଆଦିଲ୍ଲୀ: ରତ୍ନ ହରାଇଲା ଶିଳ୍ପ ଜଗତ । ଆରପାରିରେ ଶିଳ୍ପପତି ରତନ ଟାଟା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୮୬ ବର୍ଷରେ ସେ ଶେଷ ନିଃଶ୍ଵାସ ତ୍ୟାଗ… Read More »
- 
ଜାତୀୟ  ତ୍ରିରଙ୍ଗାରେ ଘୋଡ଼ାଇଲେ ରତନ ଟାଟାଙ୍କ ପାର୍ଥିବ ଶରୀର,ନୂଆଦିଲ୍ଲୀ: ପରଲୋକରେ ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା । ତାଙ୍କ ବିୟୋଗରେ ସାରା ଦେଶ ଶୋକାଭିଭୂତ ହୋଇଛି । ସମସ୍ତେ ନିଜ ନିଜ ଢଙ୍ଗରେ ତାଙ୍କୁ… Read More »
- 
ଜାତୀୟ  ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେବ ଶେଷକୃତ୍ୟ,ଦୁଇ ରାଜ୍ୟରେ ଦିନିକିଆ ଛୁଟି ଘୋଷଣା: ରତନ ଟାଟାନୂଆଦିଲ୍ଲୀ: ଆଉ ନାହାନ୍ତି ଭାରତର ରତ୍ନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା । ତାଙ୍କ ବିୟୋଗରେ ଦିନିକିଆ ଛୁଟି ଘୋଷଣା ହୋଇଛି । ଝାଡ଼ଖଣ୍ଡ ଓ… Read More »
- 
ଜାତୀୟ  ଆରପାରିରେ କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟାନୂଆଦିଲ୍ଲୀ: ଆରପାରିରେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟା । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଗ୍ରୁପ ଚେୟାରମ୍ୟାନ୍ ତଥା ଟାଟା… Read More »
- 
ଜାତୀୟ  ବିଗିଡିଥିବା ସ୍ୱାସ୍ଥ୍ୟବାସ୍ଥାକୁ ନେଇ ଉଦ୍ୟୋଗପତି ରତନ ଟାଟା ଏକ୍ସ’ରେ କହିଲେ…ନୂଆଦିଲ୍ଲୀ: ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟା ଅସୁସ୍ଥ ହୋଇପଡ଼ିଥିବା ଖବର ଆସିଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ବ୍ରିଜ କ୍ୟାଣ୍ଡି… Read More »
 
