କ୍ରୀଡ଼ା

ଅଷ୍ଟ୍ରେଲିଆର ମହାନ ଓପନର୍‌ ଡେଭିଡ ଓ୍ବାର୍ନର ଟେଷ୍ଟ ଏବଂ ଦିନିକିଆ ପରେ ଟି୨୦ ଫର୍ମାଟରୁ କେବେ ଅବସର ନେବେ ତାହା ସ୍ପଷ୍ଟ କରିଛନ୍ତି

ଅଷ୍ଟ୍ରେଲିଆର ମହାନ ଓପନର୍‌ ଡେଭିଡ ଓ୍ବାର୍ନର ଟେଷ୍ଟ ଏବଂ ଦିନିକିଆ ପରେ ଟି୨୦ ଫର୍ମାଟରୁ କେବେ ଅବସର ନେବେ ତାହା ସ୍ପଷ୍ଟ କରିଛନ୍ତି। ଟି୨୦ ବିଶ୍ୱକପ୍‌ ୨୦୨୪ ଖେଳିବା ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ସେ ବିଦାୟ ନେବେ ବୋଲି କହିଛନ୍ତି।

ଶୁକ୍ରବାର ଓ୍ବାର୍ନର ନିଜର ୧୦୦ତମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏହି ମ୍ୟାଚ୍‌ରେ ୭୦ ରନ୍‌ର ଇନିଂସ ଖେଳି ଦଳକୁ ବିଜେତା କରି ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ହୋଇଥିଲେ।

Related Articles

Back to top button