କ୍ରୀଡ଼ା

ରୋହିତ ଶର୍ମାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି

ରୋହିତ ଶର୍ମାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଅଡିଓ ବନ୍ଦ କରିବାକୁ କ୍ୟାମେରା ମ୍ୟାନଙ୍କୁ ଅନୁରୋଧ କରୁଛନ୍ତି। ୱାଙ୍ଖେଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ଆଇପିଏଲ ୨୦୨୪ ମ୍ୟାଚ ପୂର୍ବରୁ ରୋହିତ ତାଙ୍କ ସାଥୀ ଧୱଲ କୁଲକର୍ଣ୍ଣିଙ୍କ ସହ ଥଟ୍ଟା କରୁଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।

Related Articles

Back to top button