ମନୋରଞ୍ଜନ

ବିଗ ବସ୍-୧୭ର ଫାଇନାଲ

ବିଗ ବସ୍-୧୭ର ଫାଇନାଲ। ପ୍ରତିଯୋଗୀ ତଥା ଷ୍ଟାଣ୍ଡଅପ କମେଡିଆନ୍ ମୁନାୱର ଫାରୁକୀ ସୋ’ ଜିତି ଟ୍ରଫି ହାତେଇଥିବା ବେଳେ ଅଭିଷେକ କୁମାର ପ୍ରଥମ ରନର୍ସଅପ ହୋଇଥିଲେ।

ମନ୍ନାରା ଚୋପ୍ରା ଦ୍ବିତୀୟ ଓ ଅଙ୍କିତା ଲୋଖଣ୍ଡେ ତୃତୀୟ ରନର୍ସଅପ ହୋଇଥିଲେ। ତେବେ ଜିତି ନପାରି ନିରାଶ ହୋଇଥିବା ଅଙ୍କିତ‌ାଙ୍କୁ ତାଙ୍କ ଶାଶୁ ଏକ କଡ଼ା ଉପଦେଶ ଦେଇଛନ୍ତି। ଅଙ୍କିତାଙ୍କ ଶାଶୁ ରଞ୍ଜନା ଜୈନ୍ ଫାଇନାଲ ଅଧ୍ୟାୟରେ ସମ୍ମାନହାନୀ ହେଲା ଭଳି ସୋ’ ଆଉ କରିବନି ବୋଲି କହିଥିଲେ।

Related Articles

Back to top button