ଅନ୍ତର୍ଜାତୀୟ

ହମାସ୍‌ ନେତା ଘର ଉଡ଼ାଇଲେ

ଇସ୍ରାଏଲୀ ସୈନ୍ୟମାନେ ହମାସ୍‌ ନେତା ଇସ୍‌ମାଇଲ ହାନିୟେଙ୍କ ଗାଜାସ୍ଥିତ ଘରକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି।

ବିସ୍ଫୋରଣରେ ତାଙ୍କ ବାସଭବନ ଧ୍ୱସ୍ତବିଧ୍ୱସ୍ତ ହେବାବେଳର ଭିଡିଓକୁ ସେମାନେ ଶେୟାର କରିଛନ୍ତି।

ହାନିୟେ ହେଉଛନ୍ତି ହମାସ୍‌ର ପଲିଟିକାଲ ବ୍ୟୁରୋ ମୁଖ୍ୟ, ଯାହାଙ୍କୁ ସଙ୍ଗଠନର ସବୁଠୁ ଉଚ୍ଚ ପଦାଧିକାରୀ ବିବେଚନା କରାଯାଇଥାଏ। ତାଙ୍କ ଘରକୁ ଆତଙ୍କବାଦର ଭିତ୍ତିଭୂମି ରୂପେ ବ୍ୟବହାର କରାଯାଉଥିଲା।

Related Articles

Back to top button