ମନୋରଞ୍ଜନ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କୁ ମହାରାଷ୍ଟ୍ରରେ ଚାମ୍ପିଅନ୍ସ ଅଫ୍‌ ଚେଞ୍ଜ ପୁରସ୍କାରରେ ସମ୍ମାନିତ କରାଯାଇଛି

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କୁ ମହାରାଷ୍ଟ୍ରରେ ଚାମ୍ପିଅନ୍ସ ଅଫ୍‌ ଚେଞ୍ଜ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଅତ୍ୟନ୍ତ ଖୁସି ଥିବା ଶିଳ୍ପା ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି ଏବଂ ତାଙ୍କ ପୁରସ୍କାର ସହିତ କିଛଇ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ମହାରାଷ୍ଟ୍ରର ଜଷ୍ଟିସ କେ.ଜି ବାଲାକ୍ରିଷ୍ଣନ ଏବଂ ଜଷ୍ଟିସ ଜ୍ଞାନ ସୁଧା ମିଶ୍ରାଙ୍କଠାରୁ ଶିଳ୍ପାଙ୍କୁ ଏହି ସ୍ବତନ୍ତ୍ର ପୁରସ୍କାର ମିଳିଛି।

Related Articles

Back to top button