#SRIMANDIRA
- 
ଓଡ଼ିଶା  ଆକ୍ସନ ମୋଡ଼ରେ ଶ୍ରୀମନ୍ଦିର ପ୍ରଶାସନ, କାହିଁକି ଜାଣନ୍ତୁଭୁବନେଶ୍ବର: ଶ୍ରୀମନ୍ଦିରରୁ ବିଦା ହେଲେ କାର୍ଯ୍ୟରତ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ l ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ଖବର ଜାଣିବା ପରେ ଆକ୍ସନ… Read More »
- 
ଓଡ଼ିଶା  ଶ୍ରୀମନ୍ଦିର ସୁରକ୍ଷା ବଳୟକୁ ଭେଦ କରି କେମିତି ପଶିଲେ ବିଦେଶୀ, ଦେଖନ୍ତୁଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ତଥା ବିଦେଶୀଙ୍କ ପ୍ରବେଶ ଅଭିଯୋଗ । ଜଣେ କି ଦୁଇ ଜଣ ନୁହଁନ୍ତି, ୪ ଜଣ ଅଣହିନ୍ଦୁ ଆଜି ଶ୍ରୀମନ୍ଦିର ଭିତରେ ପ୍ରବେଶ… Read More »
- 
ଐତିହ୍ୟ ଓ ସଂସ୍କୃତି  ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦମୋବାଇଲ ନ୍ୟୁଜ ବ୍ୟୁରୋ – ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଅବସରରେ ବୁଧବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରୁକ୍କିଣୀ ହରଣ ନୀତି । ଫଳରେ ଅପରାହ୍ମ ୧ଟାରୁ ୫ଟା… Read More »
- 
ଓଡ଼ିଶା  ବୁଧବାର ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିରପୁରୀ, ୦୭/୦୨/୨୦୨୩ – ବୁଧବାର ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର । ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ… Read More »
- 
Featured  ଆଜି ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭପୁରୀ: ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି | ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ… Read More »
- 
ଓଡ଼ିଶା  ୧୦ ତାରିଖ ମଧ୍ୟରେ ଶେଷ ହେବ ଶ୍ରୀମନ୍ଦିରର ପ୍ରସ୍ତାବିତ ରୂପା ଛାଉଣୀ କାମ, ବଦଳାଯିବ ରୋଷ ଶାଳାର ନଷ୍ଟ ପଥରପୁରୀ: ଶ୍ରୀମନ୍ଦିରର ପ୍ରସ୍ତାବିତ ସମସ୍ତ ଦ୍ବାରର ରୂପା ଛାଉଣୀ କାମ ଆସନ୍ତା ୧୦ ତାରିଖ ମଧ୍ୟରେ ଶେଷ କରାଯିବ। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାରୁ କଳାହାଟ ଦ୍ୱାରର… Read More »
- 
ଓଡ଼ିଶା  ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ, ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଭିଡ଼ପୁରୀ: ଆଜି ପବିତ୍ର ନବମୀ ତିଥି । ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ବା ନବମୀ ଦର୍ଶନ ଅନୁଷ୍ଠିତ ହେଉଛି । ଆସନ୍ତାକାଲି ବାହୁଡ଼ା ଯାତ୍ରା… Read More »
- 
ଓଡ଼ିଶା  ଶ୍ରୀମନ୍ଦିରରେ ଏଏସ୍ଆଇ ଟିମ୍, ଯାଞ୍ଚ ହେବ ଗର୍ଭଗୃହପୁରୀ: ଶ୍ରୀମନ୍ଦିର ଏଏସ୍ଆଇ ଟିମ୍ । ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଁଚିଲେ ଏସ୍ଆଇର ବୈଷୟିକ ଟିମ୍। ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର… Read More »
- 
ଓଡ଼ିଶା  ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତିଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଘଣାଲାଗି ନୀତି । ଶନିବାର ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ… Read More »
- 
ଓଡ଼ିଶା  ଆଜି ଚମ୍ପକ ଦ୍ବାଦଶୀ ନୀତି, ଘୋଷଯାତ୍ରା ପାଇଁ ଆଜିଠୁ ଦଇତାଙ୍କ ଶ୍ରୀମନ୍ଦିର ପ୍ରବେଶପୁରୀ: ଆଜି ଚମ୍ପକ ଦ୍ବାଦଶୀ ନୀତି । ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠୁ ଦଇତାଙ୍କ ଶ୍ରୀମନ୍ଦିର ପ୍ରବେଶ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବାରୁ ସକାଳୁ ଦଇତାପତିମାନେ… Read More »
