ମନୋରଞ୍ଜନ

ଅକ୍ଷୟ କୁମାର ଓ ଟ୍ୱିଙ୍କିଲ ଖାନାଙ୍କ ଯୋଡି ବଲିଉଡ୍‌ରେ କିଛି ଲୋକପ୍ରିୟ ଯୋଡି ମଧ୍ୟରୁ ଅନ୍ୟତମ

ଅକ୍ଷୟ କୁମାର ଓ ଟ୍ୱିଙ୍କିଲ ଖାନାଙ୍କ ଯୋଡି ବଲିଉଡ୍‌ରେ କିଛି ଲୋକପ୍ରିୟ ଯୋଡି ମଧ୍ୟରୁ ଅନ୍ୟତମ । ଏହି ଯୋଡିକୁ ଫ୍ୟାନ୍ସଙ୍କ ପକ୍ଷରୁ ବେଶ୍ ଭଲପାଇବା ମିଳିଥାଏ । ଉଭୟ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିଥାନ୍ତି ଓ ମିଳିତ ଫଟୋ ଫ୍ୟାନ୍ସଙ୍କ ସହ ସେୟାର କରିଥାନ୍ତି ।

ଟ୍ୱିଙ୍କିଲ ଖାନା ନିଜର ଜନ୍ମଦିନ ମନାଉଥିବା ବେଳେ ଖିଲାଡି ଅକ୍ଷୟ କୁମାର ନିଜ ପତ୍ନୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ସତ କିନ୍ତୁ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ।

Related Articles

Back to top button
WP Twitter Auto Publish Powered By : XYZScripts.com