ଓଡ଼ିଶା

ରଥଖଳାରେ ଅଘଟଣ, କଟିଲା ଭୋଇ ସେବାୟତଙ୍କ ଆଙ୍ଗୁଠି

ପୁରୀ: ପୁରୀ ରଥ ଖଳାରେ ଘଟିଛି ଅଘଟଣ । ରଥ କାମ କରୁଥିବା ସମୟରେ ଜଣେ ଭୋଇ ସେବାୟତଙ୍କର ଆଙ୍ଗୁଠି କଟିଯାଇଥିବା ଜଣାପଡିଛି ।  ସେବାୟତ ବିଷ୍ଣୁପ୍ରସାଦ ଭୋଇଙ୍କର ଡାହାଣ ହାତର ଆଙ୍ଗୁଠି କଟିଯାଇଥିବା ସୂଚନା ମିଳିଛି ।  ସେବାୟତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com