Featuredଅନ୍ତର୍ଜାତୀୟ

ଲି ଛିୟାଙ୍ଗ ଚାଇନାର ନୂଆ ପ୍ରଧାନମନ୍ତ୍ରୀ

ସି ଜିନପିଙ୍ଗ ଚୀନର ପୁଣିଥରେ ରାଷ୍ଟ୍ରପତି ହେବା ସହିତ ଲି ଛିୟାଙ୍ଗ ଚୀନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତେବେ ଝୋଜିୟାଙ୍ଗର ଗର୍ଭଣ୍ଣର ତଥା ସଂଘାଇରେ ପାର୍ଟି ପ୍ରମୁଖ ରହିଥିବା ଝିୟାଙ୍ଗ ସି ଜିନପିଙ୍ଗଙ୍କ ବେଶ ନିକଟତର ବୋଲି ଚର୍ଚ୍ଚା ହୁଏ ।

ଲି ଛିୟାଙ୍ଗଙ୍କ ଛବି ଜଣେ ପ୍ରୋ ବିଜନେସ୍ ଲିଡର ଭାବେ ରହିଆସିଛି । ଗତ ଅକ୍ଟୋବର ମାସରେ ଚୀନ୍ ସଂସଦରେ ବସିଥିବା ନ୍ୟାସନାଲ ପିପୁଲ୍ସ ପାର୍ଟିର ବୈଠକରେ ଝିୟାଙ୍ଗଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ନାମିତ କରାଯାଇଛି । ତେବେ ଝିୟାଙ୍ଗ ଏବେ ପ୍ରଧାନମନ୍ତ୍ରୀ ହେବା ପରେ, ଗଲା ୧୦ ବର୍ଷ ଧରି ଚୀନରେ ନମ୍ବର-୨ ନେତା ଥିବା କଛୟାଙ୍ଗକୁ କାର୍ଯ୍ୟରେ ଏବେ ବିରାମ ଲାଗିବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com