ଜାତୀୟଭାଇରାଲ୍ ଭିଡିଓ

କୁକୁରକୁ ଉଦ୍ଧାର କରିବା ପାଇଁ ବିବାହ ଉତ୍ସବ ତ୍ୟାଗ କରିଲେ ବ୍ୟକ୍ତି

ମାନବିକତା ଏବଂ ଦୟା ଆଗରେ ବ୍ୟକ୍ତି ସ୍ୱାର୍ଥ ବେଳେ ବେଳେ ନ୍ୟୁନ ହୋଇଥାଏ । କୁକୁରର ଜୀବନ ବଂଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ବିବାହ ଉତ୍ସବ ପରିତ୍ୟାଗ କରିଥିବା ଏକ ଭିଡ଼ିଓ ବର୍ତ୍ତମାନ ଶୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଏକ ବ୍ୟକ୍ତି ଖରସ୍ରୋତା ନଦୀରେ ଭାି ଯାଉଥିବା ଏକ କୁକୁରକୁ ବଂଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥାଏ । ତେବେ ସେ ଏକ କଂକ୍ରିଟ ବେସ୍ ଉପରେ ଶୋଇ ରହି କୁକୁରଟିକୁ ବଂଚାଇବାକୁ ଉଦ୍ୟମ କରୁଥିବା ସମୟରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିବା ଦେଖାଯାଇଛି । ଶେଷରେ ବ୍ୟକ୍ତି ଜଣକ କୁକୁରକୁ ବଂଚାଇବାରେ ସଫଲ ହୁଅନ୍ତି । ଭିଡ଼ିଓଟି ୫୮,୦୦୦ରୁ ଅଧିକ ଲାଇକ୍ ଏବଂ ଶହ ଶହ କମେଣ୍ଟ ମଧ୍ୟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com