Breaking NewsFeaturedରାଜନୀତି

ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି

ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଘୋଷଣାକୁ ନେଇ ବିତର୍କ ଜାରି ରହିଛି।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶର ଗୁନାରେ କହିଛନ୍ତି, ମୋଦି ୫ ବର୍ଷ ପାଇଁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବାକୁ ଘୋଷଣା କରିବାକୁ ନେଇ କଂଗ୍ରେସ ଚିନ୍ତିତ ଅଛି। କଂଗ୍ରେସ ଏହାକୁ ନେଇ ନିର୍ବାଚନ ଆୟୋଗକୁ ଯିବ ବୋଲି କହିଛି। ମୋଦିଙ୍କ ବିରୋଧରେ ମାମଲା ଦାୟର କରିବ।

Related Articles

Back to top button