Featuredଓଡ଼ିଶାଶିକ୍ଷା

ଆଜିଠୁ +୩ ନାମଲେଖା ଆବେଦନ

ଭୁବନେଶ୍ୱର: ଆଜି ଠୁ ଆରମ୍ଭ +୩ ନାମଲେଖା ଆବେଦନ । ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ନିଜ ପସନ୍ଦ ମୁତାବକ କଲେଜ ବା ୟୁନିଭର୍ସିଟିରେ ପଢିବା ପାଇଁ ଆଜିଠୁ କରିପାରିବେ ଅନଲାଇନ ଆବେଦନ । ୨୦୨୫-୨୬ ଶିକ୍ଷାବର୍ଷ ନାମଲେଖା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ଆଜି ଅପରାହ୍ନ ୪ଟାରୁ ନାମ ଲେଖା ପାଇଁ ସାମ୍ସ ୱେବସାଇଟ୍‌ରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com