କ୍ରୀଡ଼ା

ନେଦରଲାଣ୍ଡ୍ସ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କରିଛି

ନେଦରଲାଣ୍ଡ୍ସ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କରିଛି। ଦଳ ସ୍କଟ ଏଡୱାର୍ଡସଙ୍କୁ ଅଧିନାୟକ କରିଛି। ଆର୍ଯ୍ୟନ ଦତ୍ତ ଏବଂ ବାସ ଡି ଲିଡେ ମଧ୍ୟ ଦଳର ଏକ ଅଂଶ।

ନେଦରଲାଣ୍ଡ୍ସ ଚଳିତ ଥର ଅଭିଜ୍ଞ ଖେଳାଳି ତଥା ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି। ହେଲେ ଅଲରାଉଣ୍ଡର ରୋଲଫ ଓ୍ବାନ ଡେର୍‌ ମେରୱେ ଏବଂ କଲିନ ଆକ୍କର୍ମନଙ୍କୁ ସୁଯୋଗ ଦିଆଯାଇନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com