ଅନ୍ତର୍ଜାତୀୟ

ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ଏକ ରାସ୍ତା କଡ଼ ଅଳିଆ ଗଦାରୁ ଜଣେ ଭାରତୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲିଆ ପୋଲିସ ଜବତ କରିଛି

ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ଏକ ରାସ୍ତା କଡ଼ ଅଳିଆ ଗଦାରୁ ଜଣେ ଭାରତୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲିଆ ପୋଲିସ ଜବତ କରିଛି। ମୃତ ମହିଳା ଜଣକ ହାଇଦ୍ରାବାଦର ଚୈତନ୍ୟା ମଧଗାନୀ ବୋଲି ଜଣାପଡିଛି।

ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ମୃତଦେହ ଭାରତ ଆଣିବାକୁ ଚୈତନ୍ୟାଙ୍କ ମା’ ବାପା ଭାରତୀୟ ବୈଦେଶିକମନ୍ତ୍ରାଳୟ ନିକଟରେ ନିବେଦନ କରିଛନ୍ତି।

Related Articles

Back to top button