ମନୋରଞ୍ଜନ

ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Do Aur Do Pyar’ର ଟ୍ରେଲର ରିଲିଜ୍ ହୋଇସାରିଛି

ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Do Aur Do Pyar’ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ଫିଲ୍ମ ମଧ୍ୟମରେ ବିଦ୍ୟା ପୁଣି ଥରେ ସିଲଭର ସ୍କ୍ରୀନରେ କମବ୍ୟାକ୍ କରୁଛନ୍ତି ।

Shirsha Guha Thakurtaଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ କମେଡି ଫିଲ୍ମ ଦୁଇ ଦମ୍ପତ୍ତିଙ୍କ ବୈବାହିକ ଜୀବନକୁ ନେଇ ଗତିଶୀଳ । ଏହି ଫିଲ୍ମରେ ବିଦ୍ୟା ବାଲାନ୍‌, ଇଲିଆନା ଡିକ୍ରୁଜ୍‌, ପ୍ରତୀକ ଗାନ୍ଧୀ ଏବଂ ସେନ୍‌ଥିଲ ରାମମୂର୍ତ୍ତୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com