Breaking NewsFeaturedଅନ୍ତର୍ଜାତୀୟ

ୟୁକ୍ରେନର ୨୦ ଡ୍ରୋନ ନଷ୍ଟ

ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍‌ ଆକ୍ରମଣ କରିଚାଲିଛନ୍ତି।

ଏହି ସମୟ ମଧ୍ୟରେ ମସ୍କୋରେ ୟୁକ୍ରେନର ୨୦ ଡ୍ରୋନକୁ ଉଡ଼ାଇ ଦେଇଛି ବୋଲି ରୁଷିଆ ଦୃଢ଼ୋକ୍ତି ପ୍ରକାଶ କରିଛି। ମସ୍କୋ ସମେତ ରୁଷିଆର ବାୟୁସେନା ୟୁକ୍ରେନ ପ୍ରତିରକ୍ଷା ବିଭାଗର ୨୦ଟି ଡ୍ରୋନ୍‌କୁ ଖସାଇଛି ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ରୁଷିଆର ରାଜଧାନୀ ଆଡ଼କୁ ଯାଉଥିବା ଅନେକ ଡ୍ରୋନ୍‌ ନଷ୍ଟ ହୋଇଯାଇଛି।

Related Articles

Back to top button