Featuredଜାତୀୟମନୋରଞ୍ଜନ

ଟପଲେସ ହୋଇ ଉର୍ଫିଙ୍କ ‘ବ୍ରେକଫାଷ୍ଟ’

ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ  ।  ପ୍ରତିଦିନ କିଛି ନୂଆ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି । ଏହାରି ଭିତରେ  ଉର୍ଫିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହି ଭିଡିଓରେ ଉର୍ଫି ଟପଲେସ ହୋଇ ଜଳଖିଆ ପ୍ଲେଟ ଓ ଜୁସ ଗ୍ଲାସ ହାତରେ ଧରିଛନ୍ତି। ଏକ ବ୍ୟାକ ଗ୍ରାଉଣ୍ତ ମ୍ୟୁଜିକ ବାଜୁଛି । ଯେଉଁଥିରେ ଉର୍ଫି ବୋଲ୍ଡ ଅନ୍ଦାଜ ମଧ୍ୟ ଦେଉଛନ୍ତି । କେବେଳ ଏକ ବ୍ଲାକ କର୍ଲର ଲଙ୍ଗ ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ସେ ତାଙ୍କ ବେକରେ ବହୁତ ସୁନ୍ଦର ହାର ପିନ୍ଧିଛନ୍ତି। ସେ ଅଧିକ ସୁନ୍ଦର ଦେଖାଯିବା ପାଇଁ କେଶ ଖୋଲିଛନ୍ତି। ଏଥି ସହିତ  ସେ ହାଲୁକା ମେକଅପ୍ ମଧ୍ୟ ନେଇଛନ୍ତି । ଏହି ଭିଡିଓ ସେୟାର କରିବାବେଳେ ଉର୍ଫି କ୍ୟାପସନରେ ‘ବ୍ରେକଫାଷ୍ଟ’ ବୋଲି ଲେଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com