Featuredଜାତୀୟମନୋରଞ୍ଜନ

ମା’ଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ରାଖୀ

ରାଖୀ ସାୱନ୍ତଙ୍କ ମା’ ଜୟା ସାୱନ୍ତଙ୍କ ଶନିବାର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଜୟା ସାୱନ୍ତଙ୍କର କର୍କଟ ଏବଂ ବ୍ରେନ୍ ଟ୍ୟୁମର୍‌ ଥିଲା। ରାଖୀ ଏବଂ ତାଙ୍କ ସାଙ୍ଗ ଗଣମାଧ୍ୟମକୁ ଏହି ଖବର ନିଶ୍ଚିତ କରିଛନ୍ତି। ରାଖୀ ଶେଷ ମୁହୂର୍ତ୍ତରେ ତାଙ୍କ ମା’ଙ୍କ ସହ ଥିଲେ, ରାଖୀ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।ରାଖୀଙ୍କୁ ଏହି ଅବସ୍ଥାରେ ଦେଖି ତାଙ୍କ ସହ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଥିଲେ।

Related Articles

Back to top button