ଓଡ଼ିଶା

ବ୍ୟାଙ୍କରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଉଲୁଣ୍ଡା() ସୁବର୍ଣ୍ଣପୁର ଉଲୁଣ୍ଡା ଷ୍ଟେଟ୍‌ ଅଫ୍ ଇଣ୍ଡିଆ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଯାଇଛି । ବିଳମ୍ବିତ ରାତିରେ ବ୍ୟାଙ୍କ୍ ର ରେକର୍ଡ ରୁମ୍ ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ତେବେ ସଟ୍‌ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା । ବ୍ୟାଙ୍କର ରେକର୍ଡ ରୁମ୍‌ରେ ନିଆଁ ଲାଗିବା ଫଳରେ ସେଠାରେ ଥିବା ନଥିପତ୍ର ପୋଡ଼ିଯାଇଥିବା ଜଣାପଡ଼ିଛି । ଲକ୍ଷାଧିକ ଟଙ୍କା ସମ୍ପତି ନଷ୍ଟ ହୋଇଥିବା ସୂଚନା ମିଳିଛି । ଏତଦ୍ ବ୍ୟତୀତ ଅନେକ ମୂଲ୍ୟବାନ କାଗଜପତ୍ର ପୋଡ଼ି ଯାଇଛି । ତେବେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ ।

Related Articles

Back to top button
WP Twitter Auto Publish Powered By : XYZScripts.com