ଅନ୍ୟାନ୍ୟ

ସ୍କୁଲ ପଛପଟେ ଏକାଦଶ ଶ୍ରେଣୀର ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

ନର୍ମଦା() ଜଣେ ଏକାଦଶ ଶ୍ରେଣୀର କିଶୋରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏହି ଘଟଣା ଗୁଜରାଟର ନର୍ମଦା ଜିଲ୍ଲାର ଦେଦିୟାପଡ଼ା ସହରରେ ଘଟିଛି । ପୋଲିସ୍ ର କହିବା ମୁତାବକ, ଅଭିଯୁକ୍ତ ମାନେ ଛାତ୍ରୀଙ୍କୁ ସ୍କୁଲ ପରିସର ପଛକୁ ନେଣ ଗଣଦୁଷ୍କର୍ମ କରିଥିଲେ । ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com