ମନୋରଞ୍ଜନ

‘ଗଦ୍ଦର-୨’ ସିନେମାର ପୋଷ୍ଟର ସହର ବଜାର ଚାରିଆଡେ

‘ଗଦ୍ଦର-୨’ ସିନେମାର ପୋଷ୍ଟର ସହର ବଜାର ଚାରିଆଡେ ଲାଗିଥିବା ବେଳେ ପଞ୍ଜାବରେ ବିଭିନ୍ନ ସ୍ଥାନରେ ସନ୍ନି ନିଖୋଜ ହୋଇଯାଇଥିବାର ପ‌ୋଷ୍ଟର ମରାଯାଇଛି।

ଏମିତି କି ସନ୍ନି ନିଖୋଜ ଥିବାର ପୋଷ୍ଟର ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ବି ବଣ୍ଟା ଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ‌ପୋଷ୍ଟରରେ ଏହା ମଧ୍ୟ ଉଲ୍ଲେଖ ରହିଛି କି, ‘ଯିଏବି ନିଖୋଜ ଥିବା ସନ୍ନିଙ୍କୁ ଖୋଜି ଆଣିବେ ତାଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ।’

Related Articles

Back to top button