ମନୋରଞ୍ଜନ

ପୁଣି ଏକା ସାଙ୍ଗରେ ନଜର ଆସିବେ ରିତେଶ-ଜେନି, ମିଷ୍ଟର ମମି ବନିବେ ରିତେଶ୍ ଦେଶମୁଖ୍‌

ମୁମ୍ବାଇ() ପୁଣି ଏକା ସାଙ୍ଗରେ ସ୍କ୍ରିନ୍ ସେୟାର କରିବେ ବଲିଉଡ୍ ର ଚର୍ଚ୍ଚିତ କପୁଲ ରିତେଶ ଦେଶମୁଖ୍ ଓ ଜେନିଲିୟା ଡିସୁଜା । ଏକ ଭିନ୍ନ ଅନ୍ଦାଜ୍‌ରେ ନଜର ଆସିବେ ଉଭୟ । ଦୀର୍ଘ ଦିନ ଧରି ଏହି କପୁଲ ସିନେମା ଠାରୁ ଦୂରେଇ ରହିଥିବା ବେଳେ ଏବେ ପୁଣି ଥରେ ସିଲଭର ସ୍କ୍ରିନ୍ କୁ କମବ୍ୟାକ୍ କରିଛନ୍ତି ରିତେଶ ଓ ଜେନି ।
ରିତେଶ ଓ ଜେନିଙ୍କ ନୂଆ ପ୍ରୋଜେକ୍ଟର ନାମ ମିଷ୍ଟର ମମି ରହିଛି । ଏଥିରେ ରିତେଶ ଗର୍ଭଧାରଣ କରିଥିବା ଦେଖିବାକୁ ମିଳିବ । ଯାହା ସମାଜରେ ଏକ ନୂଆ ଉଦାହରଣ ସୃଷ୍ଟି କରିପାରିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି ।ପୁରୁଷ ମାନେ ବି ଗର୍ଭଧାରଣ କରିପାରିବେ ତାକୁ ନେଇ ଏହି ସିନେମା ଟି ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ଭରପୁର କମେଡି ମଧ୍ୟ ଦେଖିବାକୁ ମିଳିବ । ଆଜି ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇଛି । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ସାଦ୍ ଅଲ୍ଲୀ

Related Articles

Back to top button
WP Twitter Auto Publish Powered By : XYZScripts.com