ରାଜନୀତି

ବିଜେଡିରେ ଯୋଗ ଦେଲେ ଶତାଧିକ ବିଜେପି କର୍ମୀ : କାର୍ଯ୍ୟକର୍ତ୍ତାମାନଙ୍କୁ ଅବହେଳିତ କରିଯଉଛି

ଭୁବନେଶ୍ୱର : ବିଜେଡିରେ ମିଶିଲେ ଭଦ୍ରକ ଜିଲ୍ଲାର ଶତାଧିକ ବିଜେପି କର୍ମୀ । ଭଦ୍ରକର ବହୁ ଆଗ ଧାଡିରେ ବିଜେପି ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ବିଜେପିର କାର୍ଯ୍ୟଶୈଳୀ ଏବଂ ଜିଲ୍ଲା ସଭାପତିଙ୍କ ଅସନ୍ତୋଷ ପ୍ରକାଶ କରି ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ବିଜେପି ଏବେ କର୍ପୋରେଟ ସଂସ୍ଥାମାନଙ୍କ ଦଳରେ ପରିଣତ ହୋଇଛି । ବାହାରୁ ଲୋକଙ୍କୁ ଆଣି ଜିଲ୍ଲାରେ ସଭାପତି କରାଯାଉଛି । ଦୀର୍ଘ ଦିନ ଧରି ଦଳରେ କାମ କରିଆସୁଥିବା କାର୍ଯ୍ୟକାର୍ତ୍ତାମାନଙ୍କୁ ଅବହେଳା କରାଯାଉଥିବାରୁ ସେମାନେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com